Edit 'translate/guidelines-sonofgodprinciples/01.md' using 'tc-create-app'

This commit is contained in:
Gayatri-Digal 2021-06-14 06:25:38 +00:00
parent f08815ae97
commit 29c35743f2
1 changed files with 19 additions and 20 deletions

View File

@ -1,4 +1,4 @@
Door43 ବାଇବଲ ଅନୁବାଦକୁ ସମର୍ଥନ କରେ ଯେତେବେଳେ ଏହି ଚନ୍ତାଧାରାକୁ ଉପସ୍ଥାପନା କରେ ସେତେବେଲେ ସେ ଈଶ୍ରଙ୍କୁ ବୁଝାଏ ।
Door43 ବାଇବଲ ଅନୁବାଦକୁ ସମର୍ଥନ କରେ ଯେତେବେଳେ ଏହି ଚନ୍ତାଧାରାକୁ ଉପସ୍ଥାପନା କରେ ସେତେବେଲେ ସେ ଈଶ୍ରଙ୍କୁ ବୁଝାଏ ।
### ବାଇବଲ ସାକ୍ଷୀ
@ -7,48 +7,47 @@ Door43 ବାଇବଲ ଅନୁବାଦକୁ ସମର୍ଥନ କରେ ଯ
ବାଇବଲ ଦେଖାଏ ଯେ ପରମଶ୍ବର ଯୀଶୁଙ୍କୁ ତାଙ୍କର ପୁତ୍ର ଭାବେ ସମ୍ବୋଧନ କରୁଛନ୍ତି:
> ସେ ବାପ୍ତିସ୍ମ ନେବା ପରେ, ଯୀଶୁ ଜଳରୁ ବାହାରକୁ ଆସିଲେ, ଓ ... ଆକାଶରୁ ଏହି ବାଣୀ ହେଲା, “<u> ଏ ମୋର ପ୍ରିୟ ପୁତ୍ର </u> । ଏହାଙ୍କ ଠାରେ ଆମ୍ଭର ପରମ ସନ୍ତୋଷ”. (ମାଥିଉ ୩:୧୬-୧୭ ୟୁଏଲବି)
> ସେ ବାପ୍ତିସ୍ମ ନେବା ପରେ, ଯୀଶୁ ଜଳରୁ ବାହାରକୁ ଆସିଲେ, ଓ … ଆକାଶରୁ ଏହି ବାଣୀ ହେଲା, “ **ଏ ମୋର ପ୍ରିୟ ପୁତ୍ର** । ଏହାଙ୍କ ଠାରେ ଆମ୍ଭର ପରମ ସନ୍ତୋଷ”. (ମାଥିଉ ୩:୧୬-୧୭ ULT)
ବାଇବଲ ପ୍ରକାଶ କରେ ଯେ ଯୀଶୁ ଇଶ୍ବରଙ୍କୁ ପିତା ସମୋଧନ କଲେ :
ବାଇବଲ ପ୍ରକାଶ କରେ ଯେ ଯୀଶୁ ଈଶ୍ଵରଙ୍କୁ ପିତା ସମୋଧନ କଲେ :
> ଯୀଶୁ କହିଲେ, ମୁଁ ତୁମ୍ଭର ପ୍ରଂଶସା <u>ପିତଃ </u>, ସ୍ବର୍ଗ ଓ ପୃଥିବୀର ପ୍ରଭୋ ,... ଏହିସବୁ ବିଷୟ ଗୁପ୍ତ <u> ପୁତ୍ର</u> ବ୍ୟତିତ <u>ପିତା </u>, କେହି ଜାଣେ ନାହିଁ <u>ପିତା </u> ବିନା <u>ପୁତ୍ର</u>” (ମାଥିଉ ୧୧:୨୫-୨୭ ୟୁଏଲବି) (ଦେଖ: ଯୋହନ ୬:୨୬-୫୭)
> ଯୀଶୁ କହିଲେ, ମୁଁ ତୁମ୍ଭର ପ୍ରଂଶସା **ପିତଃ** , ସ୍ଵର୍ଗ ଓ ପୃଥିବୀର ପ୍ରଭୋ ,… ଏହିସବୁ ବିଷୟ ଗୁପ୍ତ <u>ପୁତ୍ର</u> ବ୍ୟତିତ **ପିତା** , କେହି ଜାଣେ ନାହିଁ **ପିତା** ବିନା **ପୁତ୍ର**” (ମାଥିଉ ୧୧:୨୫-୨୭ ULT) (ଦେଖ: ଯୋହନ ୬:୨୬-୫୭)
ଖ୍ରୀଷ୍ଟିୟାନ ଜାଣନ୍ତି ଯେ “ପିତା” ଓ “ପୁତ୍ର” ଧାରଣା ଗୁଡିକ ଅତିଆବଶ୍ୟକ ତ୍ରିତ୍ବଇଶ୍ବରଙ୍କୁ ପ୍ରଥମ ଓ ଦ୍ବିତୀୟ ବ୍ୟକ୍ତିଙ୍କର ପରସ୍ପରର ଅନନ୍ତକାଳିନ ସମ୍ପର୍କ ବର୍ଣ୍ଣନା କରେ । ବାଇବଲ ସେମାନଙ୍କୁ ଭିନ୍ନ ଭିନ୍ନ ମାଧ୍ୟମରେ ବୁଝାଏ, କିନ୍ତୁ କୌଣସି ଶବ୍ଦ ଏମାନଙ୍କର ଅନନ୍ତ କାଳିନ ପ୍ରେମ ଓ ଘନିଷ୍ଠତା କିମ୍ବା ସେମାନଙ୍କ ମଧ୍ୟରେ ପରସ୍ପର ସମ୍ପର୍କରେ ପ୍ରତିଫଳନ କରିପାରେ ନାହିଁ ।
ନିମ୍ନୋକ୍ତ ଶବ୍ଦରେ ଯୀଶୁ ଇଶ୍ବରଙ୍କୁ ସମ୍ବୋଧନ କରନ୍ତି:
>ସେମାନଙ୍କୁ ବାପ୍ତିଜିତ କର <u> ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ </u> (ମାଥିଉ ୨୮:୧୯ ୟୁଏଲବି)
> ସେମାନଙ୍କୁ ବାପ୍ତିଜିତ କର **ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ** (ମାଥିଉ ୨୮:୧୯ ULT)
ପିତା ଓ ପୁତ୍ରଙ୍କ ମଧ୍ୟରେ ଘନିଷ୍ଠତା, ପ୍ରେମର ସମ୍ପର୍କ ହେଉଛି ଚିରକାଳ, ଯେପରି ସେମାନେ ଅନନ୍ତକାଳିନ
ପିତା ଓ ପୁତ୍ରଙ୍କ ମଧ୍ୟରେ ଘନିଷ୍ଠତା, ପ୍ରେମର ସମ୍ପର୍କ ହେଉଛି ଚିରକାଳ, ଯେପରି ସେମାନେ ଅନନ୍ତକାଳିନ ।
> ପିତା <u>ପ୍ରେମ </u>ପୁତ୍ର (ଯୋହନ ୩:୩୫-୩୬; ୫:୧୯- ୟୁଏଲବି)
ପିତା ପୁତ୍ର **ପ୍ରେମ କରନ୍ତି** (ଯୋହନ ୩:୩୫-୩୬; ୫:୧୯- ULT)
<ଉଦ୍ଧୃତ> ମୁଁ <u>ପ୍ରେମ </u> ପିତା, ଯାହା ପିତା ମୋତେ ଆଦେଶ ଦିଅନ୍ତି ତାହା ମୁଁ କରେ, ଯେପରି ସେ ମୋତେ ଆଜ୍ଞା ଦେଲେ । (ଯୋହନ ୧୪:୩୧ ୟୁଏଲବି)</ଉଦ୍ଧୃତ ଶେଷ>
ମୁଁ ପିତାଙ୍କୁ **ପ୍ରେମ କରେ**, ଯାହା ପିତା ମୋତେ ଆଦେଶ ଦିଅନ୍ତି ତାହା ମୁଁ କରେ, ଯେପରି ସେ ମୋତେ ଆଜ୍ଞା ଦେଲେ । (ଯୋହନ ୧୪:୩୧ ULT)
<ଉର୍ଦ୍ଧୃତ > <u>... ପିତାଙ୍କ ବିନା ପୁତ୍ରଙ୍କୁ କେହି ଜାଣେ ନାହିଁ, ଓ କେହି ଜାଣେ ନାହିଁ ପିତାଙ୍କୁ ପୁତ୍ରଙ୍କ ବିନା </u> । (ଲୁକ ୧୦: ୟୁଏଲବି)<ଉଦ୍ଧୃତ >
**ପିତାଙ୍କ ବିନା ପୁତ୍ରଙ୍କୁ କେହି ଜାଣେ ନାହିଁ, ଓ କେହି ଜାଣେ ନାହିଁ ପିତାଙ୍କୁ ପୁତ୍ରଙ୍କ ବିନା ।** (ଲୁକ ୧୦: ULT)
“ପିତା” ଓ “ପୁତ୍ର” ଶବ୍ଦ ଯୋଗାଯୋଗ କରେ ଯେ ପିତା ଓ ପୁତ୍ରଙ୍କର ଆଧାର ଗୋଟିଏ; ସେମାନେ ଉଭୟ ଅନନ୍ତ କାଳିନ ଇଶ୍ବର ।
>ଯୀଶୁ କହିଲେ, “ପିତା, ପୁତ୍ରଙ୍କୁ ମହିମାନ୍ବିତ କରିବେ ଯେପରି ପୁତ୍ର ତୁମ୍ଭକୁ ମହିମାନ୍ବିତ କରିଅଛନ୍ତି ।... ମୁଁ ତୁମ୍ଭଙ୍କୁ ଏହି ପୃଥିବୀରେ ମହିମାନ୍ବିତ କରିଅଛି..... ପିତା, ମୋତେ ମହିମାନ୍ବିତ ... ସେହି ମହିମା ଯାହା <u> ମୁଁ ତୁମ୍ଭ ସହିତ ଥିବା ସମୟରେ ପୃଥିବୀର ସୃଷ୍ଟି ପୁର୍ବରୁ </u> (ଯୋହନ ୧୭:୧-୫ ୟୁଏଲବି)
> ଯୀଶୁ କହିଲେ, “ପିତା, ପୁତ୍ରଙ୍କୁ ମହିମାନ୍ବିତ କରିବେ ଯେପରି ପୁତ୍ର ତୁମ୍ଭକୁ ମହିମାନ୍ବିତ କରିଅଛନ୍ତି । ମୁଁ ତୁମ୍ଭଙ୍କୁ ଏହି ପୃଥିବୀରେ ମହିମାନ୍ବିତ କରିଅଛି….. ପିତା, ମୋତେ ମହିମାନ୍ବିତ … ସେହି ମହିମା ଯାହା **ମୁଁ ତୁମ୍ଭ ସହିତ ଥିବା ସମୟରେ ପୃଥିବୀର ସୃଷ୍ଟି ପୁର୍ବରୁ** (ଯୋହନ ୧୭:୧-୫ ULT)
<ଉଦ୍ଧୃତ> ଏହି ଶେଷ କାଳରେ, ସେ /[ପିତା ପରମେଶ୍ବର] ପୁତ୍ରଙ୍କ ଦ୍ବାରା ଆମ୍ଭ ମାନଙ୍କୁ କଥା କହିଅଛନ୍ତି, ତାହାଙ୍କୁ ସେ ସମସ୍ତ ବିଷୟରେ ଅଧିକାରୀ କରି ନିଯୁକ୍ତ କରିଅଛନ୍ତି । ତାହାଙ୍କ ଦ୍ବାରା ସମସ୍ତ ବିଶ୍ବ ମଧ୍ୟ ସୃଷ୍ଟି କଲେ । ସେ ତାହାଙ୍କ ମହିମାର ପ୍ରଭା, <u> ତାହାଙ୍କ ତତ୍ବର ପ୍ରତିମୁର୍ତ୍ତୀ </u> ସେ ଆପଣ ଶକ୍ତିଯୁକ୍ତ ବାକ୍ୟ ଦ୍ବାରା ସମସ୍ତ ବିଷୟ ଧାରଣ କରନ୍ତି । (ଏବ୍ରୀ ୧:-୩ ୟୁଏଲବି)</ଉଦ୍ଧୃତ ଶେଷ>
<ଉଦ୍ଧୃତ> ଏହି ଶେଷ କାଳରେ, ସେ /\[ପିତା ପରମେଶ୍ବର\] ପୁତ୍ରଙ୍କ ଦ୍ବାରା ଆମ୍ଭ ମାନଙ୍କୁ କଥା କହିଅଛନ୍ତି, ତାହାଙ୍କୁ ସେ ସମସ୍ତ ବିଷୟରେ ଅଧିକାରୀ କରି ନିଯୁକ୍ତ କରିଅଛନ୍ତି । ତାହାଙ୍କ ଦ୍ବାରା ସମସ୍ତ ବିଶ୍ବ ମଧ୍ୟ ସୃଷ୍ଟି କଲେ । ସେ ତାହାଙ୍କ ମହିମାର ପ୍ରଭା, **ତାହାଙ୍କ ତତ୍ବର ପ୍ରତିମୁର୍ତ୍ତୀ** ସେ ଆପଣ ଶକ୍ତିଯୁକ୍ତ ବାକ୍ୟ ଦ୍ବାରା ସମସ୍ତ ବିଷୟ ଧାରଣ କରନ୍ତି । (ଏବ୍ରୀ ୧:-୩ ULT)
> ଯୀଶୁ ତାଙ୍କୁ କହିଲେ, “ଏତେ କାଳ ମୁଁ ତୁମ୍ଭ ମାନଙ୍କ ସଙ୍ଗରେ ଅଛି, ଆଉ ତୁମ୍ଭେ କଅଣ ମୋତେ ଜାଣିଲ ନାହିଁ , ଫିଲିପ୍ପ? <u> ଯେ ମୋତେ ଦର୍ଶନ କରିଛି ସେ ପିତାଙ୍କୁ ଦର୍ଶନ କରିଅଛି <u> ତୁମ୍ଭେ କିପରି କହୁଅଛ, ‘ଆମ୍ଭ ମାନଙ୍କୁ ପିତାଙ୍କୁ ଦର୍ଶନ କରାଉନ୍ତୁ’? (ଯୋହନ ୧୪:୯ ୟୁଏଲବି)
> ଯୀଶୁ ତାଙ୍କୁ କହିଲେ, “ଏତେ କାଳ ମୁଁ ତୁମ୍ଭ ମାନଙ୍କ ସଙ୍ଗରେ ଅଛି, ଆଉ ତୁମ୍ଭେ କଅଣ ମୋତେ ଜାଣିଲ ନାହିଁ , ଫିଲିପ୍ପ? **ଯେ ମୋତେ ଦର୍ଶନ କରିଛି ସେ ପିତାଙ୍କୁ ଦର୍ଶନ କରିଅଛି** **<u></u>** ତୁମ୍ଭେ କିପରି କହୁଅଛ, ‘ଆମ୍ଭ ମାନଙ୍କୁ ପିତାଙ୍କୁ ଦର୍ଶନ କରାଉନ୍ତୁ’? (ଯୋହନ ୧୪:୯ ULT)
### ମନୁଷ୍ୟ ସମ୍ପର୍କ
**ମନୁଷ୍ୟ ପିତା ଓ ସନ୍ତାନଗଣ ସମ୍ପୁର୍ଣ୍ଣ ନୁହନ୍ତି, ତଥାପି ବାଇବଲ ସେହି ଶବ୍ଦ ଗୁଡିକ ବ୍ୟବହାର କରେ <u>ପିତା</u><u>ପୁତ୍ର</u>, ଯିଏ କି ନିର୍ଦୋଷ ।**
**ମନୁଷ୍ୟ ପିତା ଓ ସନ୍ତାନଗଣ ସମ୍ପୁର୍ଣ୍ଣ ନୁହନ୍ତି, ତଥାପି ବାଇବଲ ସେହି ଶବ୍ଦ ଗୁଡିକ ବ୍ୟବହାର କରେ ପିତା ଓ <u>ପୁତ୍ର</u>, ଯିଏ କି ନିର୍ଦୋଷ ।**
ଆଜି ପରି, ମାନବିୟ ପିତା –ପୁତ୍ରର ସମ୍ପର୍କ ବାଇବଲ ସମୟରେ ପିତା ପୁତ୍ରଙ୍କର ପ୍ରେମ ଓ ସମ୍ପୁର୍ଣ୍ଣ ସମ୍ପର୍କ ହୋଇପାରିବ ନାହିଁ ଯେପରି ଯୀଶୁ ଓ ତାଙ୍କର ପିତାଙ୍କ ସହିତ ଥିଲା । କିନ୍ତୁ ତାହାର ଅର୍ଥ ନୁହେଁ ଯେ ବାଇବଲ ଅନୁବାଦକ ପିତା ପୁତ୍ରଙ୍କର ସମ୍ପର୍କକୁ ବାଦ ପକାଇବେ । ଶାସ୍ତ୍ର ଏହି ଶବ୍ଦ ଗୁଡିକ ପରମେଶ୍ବରଙ୍କ ଉଦ୍ଦେଶ୍ୟରେ ବ୍ୟବହାର ହୋଇଛି, ପିତା ପୁତ୍ରଙ୍କର ସମ୍ପୁର୍ଣ୍ଣ ଯୋଡି ଏବଂ ପାପ ରହିତ ପିତା ଓ ପୁତ୍ର ନିମନ୍ତେ ମଧ୍ୟ ।
ଆଜି ପରି, ମାନବିୟ ପିତା –ପୁତ୍ରର ସମ୍ପର୍କ ବାଇବଲ ସମୟରେ ପିତା ପୁତ୍ରଙ୍କର ପ୍ରେମ ଓ ସମ୍ପୁର୍ଣ୍ଣ ସମ୍ପର୍କ ହୋଇପାରିବ ନାହିଁ ଯେପରି ଯୀଶୁ ଓ ତାଙ୍କର ପିତାଙ୍କ ସହିତ ଥିଲା । କିନ୍ତୁ ତାହାର ଅର୍ଥ ନୁହେଁ ଯେ ବାଇବଲ ଅନୁବାଦକ ପିତା ପୁତ୍ରଙ୍କର ସମ୍ପର୍କକୁ ବାଦ ପକାଇବେ । ଶାସ୍ତ୍ର ଏହି ଶବ୍ଦଗୁଡିକ ପରମେଶ୍ବରଙ୍କ ଉଦ୍ଦେଶ୍ୟରେ ବ୍ୟବହାର ହୋଇଛି, ପିତା ପୁତ୍ରଙ୍କର ସମ୍ପୁର୍ଣ୍ଣ ଯୋଡି ଏବଂ ପାପ ରହିତ ପିତା ଓ ପୁତ୍ର ନିମନ୍ତେ ମଧ୍ୟ ।ପରମେଶ୍ବରଙ୍କୁ ପିତା ଓ ପୁତ୍ର ଦର୍ଶାଇବା ନିମନ୍ତେ, ଆପଣଙ୍କ ଭାଷାରେ ଶବ୍ଦ ବାଛନ୍ତୁ ଯାହା ବ୍ୟାପକ ଭାବୋନବିୟ “ବାପା” ଓ “ପୁଅ” କୁ ବୁଝାଉଥିବ । ଏହିପରି ମାଧ୍ୟମରେ ଆପଣ କହି ପାରିବେ ଯେ ପିତା ପରମେଶ୍ବର ଓ ପୁତ୍ର ଈଶ୍ବର ହେଉଛନ୍ତି ଏକ (ସେମାନେ ଉଭୟ ଈଶ୍ବର), ଯେପରି ମାନବିୟ ବାପ ଓ ପୁଅ ସମାନ, ଉଭୟ ମନୁଷ୍ୟ ଭାବେ ସମସ୍ତ ପ୍ରକାର ଚରିତ୍ର ପ୍ରକାଶ କରନ୍ତି
ପରମେଶ୍ବରଙ୍କୁ ପିତା ଓ ପୁତ୍ର ଦର୍ଶାଇବା ନିମନ୍ତେ, ଆପଣଙ୍କ ଭାଷାରେ ଶବ୍ଦ ବାଛନ୍ତୁ ଯାହା ବ୍ୟାପକ ଭାବେ ମାନବିୟ “ବାପା” ଓ “ପୁଅ” କୁ ବୁଝାଉଥିବ । ଏହିପରି ମାଧ୍ୟମରେ ଆପଣ କହି ପାରିବେ ଯେ ପିତା ପରମେଶ୍ବର ଓ ପୁତ୍ର ଇଶ୍ବର ହେଉଛନ୍ତି ଏକ (ସେମାନେ ଉଭୟ ଇଶ୍ବର), ଯେପରି ମାନବିୟ ବାପ ଓ ପୁଅ ସମାନ, ଉଭୟ ମନୁଷ୍ୟ ଭାବେ ସମସ୍ତ ପ୍ରକାର ଚରିତ୍ର ପ୍ରକାଶ କରନ୍ତି ।
### ଅନୁବାଦ କୌଶଳଗୁଡ଼ିକ
୧. ଆପଣଙ୍କ ଭାଷାରେ ସବୁ ପ୍ରକାର ସମ୍ଭବ ଶବ୍ଦଗୁଡ଼ିକୁ ବାଛନ୍ତୁ ଯାହା “ପୁତ୍ର” ଓ “ପିତା” ଶବ୍ଦକୁ ଅନୁବାଦ କରିପାରିବେ । କେଉଁ ଶବ୍ଦ ଆପଣଙ୍କ ଭାଷାରେ ଐଶ୍ବରିକ “ପୁତ୍ର” ଓ “ପିତା” କୁ ଉପସ୍ଥାପନ କରିବା ତାହା ସ୍ଥିର କରନ୍ତୁ ।
### ଅନୁବାଦ କୌଶଳ ଗୁଡିକ
. ଯଦି ଆପଣଙ୍କ ଭାଷାରେ ଗୋଟିଏ ରୁ ଅଧିକ ଶବ୍ଦ “ପୁତ୍ର” ପାଇଁ ଅଛି ଯେଉଁ ଶବ୍ଦର ଅର୍ଥ “କେବଳ ପୁତ୍ର” କୁ ବୁଝାଉଛି ତାହା ବ୍ୟବହାର କରନ୍ତୁ (ନତୁବା “ପ୍ରଥମ ପୁତ୍ର” ଯଦି ଆବଶ୍ୟକ) ।
୧. ଆପଣଙ୍କ ଭାଷାରେ ସବୁ ପ୍ରକାର ସମ୍ଭବ ଶବ୍ଦ ଗୁଡିକୁ ବାଛନ୍ତୁ ଯାହା “ପୁତ୍ର” ଓ “ପିତା” ଶବ୍ଦକୁ ଅନୁବାଦ କରିପାରିବେ । କେଉଁ ଶବ୍ଦ ଆପଣଙ୍କ ଭାଷାରେ ଐଶ୍ବରିକ “ପୁତ୍ର” ଓ “ପିତା” କୁ ଉପସ୍ଥାପନ କରିବା ତାହା ସ୍ଥିର କରନ୍ତୁ ।
୩. ଯଦି ଆପଣଙ୍କ ଭାଷାରେ “ପିତା” ପାଇଁ ଗୋଟିଏ ରୁ ଅଧିକ ଶବ୍ଦ ଅଛି ତେବେ ଏହାର ପାଖା ପାଖି ଅର୍ଥ ପାଳିଵା ପିତା ଠାରୁ ଅଧିକ “ଜନ୍ମ ଦାତା ପିତା” ବୁଝାଉ ଥିବା ଶବ୍ଦ ବ୍ୟବହାର କରନ୍ତୁ ।
୧. ଯଦି ଆପଣଙ୍କ ଭାଷାରେ ଗୋଟିଏ ରୁ ଅଧିକ ଶବ୍ଦ “ପୁତ୍ର” ପାଇଁ ଅଛି ଯେଉଁ ଶବ୍ଦର ଅର୍ଥ “କେବଳ ପୁତ୍ର” କୁ ବୁଝାଉଛି ତାହା ବ୍ୟବହାର କରନ୍ତୁ (ନତୁବା “ପ୍ରଥମ ପୁତ୍ର” ଯଦି ଆବଶ୍ୟକ) ।
୧. ଯଦି ଆପଣଙ୍କ ଭାଷାରେ “ପିତା” ପାଇଁ ଗୋଟିଏ ରୁ ଅଧିକ ଶବ୍ଦ ଅଛି ତେବେ ଏହାର ପାଖା ପାଖି ଅର୍ଥ ପାଳିଵା ପିତା ଠାରୁ ଅଧିକ “ଜନ୍ମ ଦାତା ପିତା” ବୁଝାଉ ଥିବା ଶବ୍ଦ ବ୍ୟବହାର କରନ୍ତୁ ।
(“ପିତା” ଏବଂ “ପୁତ୍ର” କୁ ଅନୁବାଦ କରିବାରେ ସାହାଯ୍ୟ ପାଇଁ [unfoldingWord® Translation Words](https://ufw.io/tw/)ରେ ଈଶ୍ଵର ପିତା ଏବଂ ଈଶ୍ଵରଙ୍କ ପୁତ୍ର ପୃଷ୍ଠାଗୁଡ଼ିକୁ ଦେଖନ୍ତୁ |)