Edit 'translate/figs-declarative/01.md' using 'tc-create-app'

This commit is contained in:
manash12d 2020-10-20 07:25:25 +00:00
parent c9a7c705c2
commit 270876321c
1 changed files with 20 additions and 14 deletions

View File

@ -42,29 +42,35 @@
(2) ଯଦି ବକ୍ତବ୍ୟର ବିଶେଷ ଉଦ୍ଦେଶ୍ୟକୁ ଆପଣଙ୍କ ଭାଷାରେ ସଠିକ୍ ଭାବେ ବୁଝି ହେଉନି, ତେବେ ସେହି ଉଦ୍ଦେଶ୍ୟର ଭାବକୁ ପ୍ରକାଶ କରୁଥିବା **ଏକ ପ୍ରକାର ବାକ୍ୟକୁ ଯୋଗ କରନ୍ତୁ**
(3) ଯଦି ବକ୍ତବ୍ୟର ବିଶେଷ ଉଦ୍ଦେଶ୍ୟକୁ ଆପଣଙ୍କ ଭାଷାରେ ସଠିକ୍ ଭାବେ ବୁଝି ହେଉନି, ତେବେ ସେହି ଉଦ୍ଦେଶ୍ୟର ଭାବକୁ ପ୍ରକାଶ କରୁଥିବା **ଏକ କ୍ରିୟାପଦ ରୂପରେଖାକୁ ବ୍ୟବହାର କରନ୍ତୁ**
### ପ୍ରୟୋଗ କରାଯାଇଥିବା ଅନୁବାଦ କୌଶଳର ଉଦାହରଣଗୁଡ଼ିକ
1. ଯଦି ବକ୍ତବ୍ୟର ବିଶେଷ ଉଦ୍ଦେଶ୍ୟକୁ ଆପଣଙ୍କ ଭାଷାରେ ସଠିକ୍ ଭାବେ ବୁଝି ହେଉନି, ତେବେ ସେହି ଉଦ୍ଦେଶ୍ୟର ଭାବକୁ ପ୍ରକାଶ କରୁଥିବା ଏକ ପ୍ରକାର ବାକ୍ୟକୁ ବ୍ୟବହାର କରନ୍ତୁ
(1) ଯଦି ବକ୍ତବ୍ୟର ବିଶେଷ ଉଦ୍ଦେଶ୍ୟକୁ ଆପଣଙ୍କ ଭାଷାରେ ସଠିକ୍ ଭାବେ ବୁଝି ହେଉନି, ତେବେ ସେହି ଉଦ୍ଦେଶ୍ୟର ଭାବକୁ ପ୍ରକାଶ କରୁଥିବା ଏକ ପ୍ରକାର ବାକ୍ୟକୁ ବ୍ୟବହାର କରନ୍ତୁ।
* **ସେ ପୁତ୍ର ପ୍ରସବ କରିବେ, ଆଉ <u> ତୁମ୍ଭେ ତାହାଙ୍କ ନାମ ଯୀଶୁ ଦେବ </u>, କାରଣ ସେ ଆପଣା ଲୋକଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ ** (ମାଥିଉ 1:21 ULT) “ତୁମ୍ଭେ ତାହାଙ୍କ ନାମ ଯୀଶୁ ଦେବ” ବାକ୍ୟାଂଶଟି ଏକ ପରାମର୍ଶ ଅଟେ । ଏହା ଏକ ପ୍ରକାର ସାଧାରଣ ପରାମର୍ଶ ବାକ୍ୟକୁ ବ୍ୟବହାର କରି ଅନୁବାଦ କରାଯାଇପାରିବ ।
> ସେ ପୁତ୍ର ପ୍ରସବ କରିବେ, ଆଉ **ତୁମ୍ଭେ ତାହାଙ୍କ ନାମ ଯୀଶୁ ଦେବ**, କାରଣ ସେ ଆପଣା ଲୋକଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ। (ମାଥିଉ 1:21 ULT)।
* ସେ ପୁତ୍ର ପ୍ରସବ କରିବେ, ଆଉ <u> ତୁମ୍ଭେ ତାହାଙ୍କ ନାମ ଯୀଶୁ ଦେବ </u>, କାରଣ ଲୋକଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ ।
1. ଯଦି ବକ୍ତବ୍ୟର ବିଶେଷ ଉଦ୍ଦେଶ୍ୟକୁ ଆପଣଙ୍କ ଭାଷାରେ ସଠିକ୍ ଭାବେ ବୁଝି ହେଉନି, ତେବେ ସେହି ଉଦ୍ଦେଶ୍ୟର ଭାବକୁ ପ୍ରକାଶ କରୁଥିବା ଏକ ପ୍ରକାର ବାକ୍ୟକୁ ଯୋଗ କରନ୍ତୁ
“ତୁମ୍ଭେ ତାହାଙ୍କ ନାମ ଯୀଶୁ ଦେବ” ବାକ୍ୟାଂଶଟି ଏକ ପରାମର୍ଶ ଅଟେ। ଏହା ଏକ ପ୍ରକାର ସାଧାରଣ ପରାମର୍ଶ ବାକ୍ୟକୁ ବ୍ୟବହାର କରି ଅନୁବାଦ କରାଯାଇପାରିବ
* **“ହେ ପ୍ରଭୁ, ଆପଣ ଯଦି ଇଚ୍ଛା କରନ୍ତି, <u> ତାହେଲେ ମୋତେ ଶୁଚି କରି ପାରନ୍ତି </u> ।** (ମାଥିଉ 8:2 ULT) । “ଆପଣ ମୋତେ ଶୁଚି କରିପାରିବେ” ର ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ ଉଦ୍ଦେଶ୍ୟ ବିନତି କରିବା ବିଷୟକୁ ବୁଝାଏ । ଆହୁରି ମଧ୍ୟ ଗୋଟିଏ ବାକ୍ୟରେ ବିନତି/ଅନୁରୋଧକୁ ଯୋଗ କରାଯାଇପାରିବ
>> ସେ ପୁତ୍ର ପ୍ରସବ କରିବେ, ଆଉ ତୁମ୍ଭେ **ତାହାଙ୍କ ନାମ ଯୀଶୁ ଦେବ**, କାରଣ ସେ ଲୋକମାନଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ
* ହେ ପ୍ରଭୁ, ଆପଣ ଯଦି ଇଚ୍ଛା କରନ୍ତି, ତା’ହେଲେ <u> ଆପଣ ମୋତେ ଶୁଚି କରି ପାରନ୍ତି । ଦୟାକରି ଏହା କରନ୍ତୁ </u>
* ହେ ପ୍ରଭୁ, ଆପଣ ଯଦି ଇଚ୍ଛା କରନ୍ତି, ତାହେଲେ <u> ଦୟାକରି ମୋତେ ଶୁଚି କରନ୍ତୁ । ମୁଁ ଜାଣେ ଯେ ଆପଣ ଏହା କରି ପାରିବେ </u>
(2) ଯଦି ବକ୍ତବ୍ୟର ବିଶେଷ ଉଦ୍ଦେଶ୍ୟକୁ ଆପଣଙ୍କ ଭାଷାରେ ସଠିକ୍ ଭାବେ ବୁଝି ହେଉନି, ତେବେ ସେହି ଉଦ୍ଦେଶ୍ୟର ଭାବକୁ ପ୍ରକାଶ କରୁଥିବା ଏକ ପ୍ରକାର ବାକ୍ୟକୁ ଯୋଗ କରନ୍ତୁ।
1. ଯଦି ବକ୍ତବ୍ୟର ବିଶେଷ ଉଦ୍ଦେଶ୍ୟକୁ ଆପଣଙ୍କ ଭାଷାରେ ସଠିକ୍ ଭାବେ ବୁଝି ହେଉନି, ତେବେ ସେହି ଉଦ୍ଦେଶ୍ୟର ଭାବକୁ ପ୍ରକାଶ କରୁଥିବା ଏକ କ୍ରିୟାପଦ ରୂପରେଖାକୁ ବ୍ୟବହାର କରନ୍ତୁ ।
>> ହେ ପ୍ରଭୁ, **ଦୟାକରି ମୋତେ ସୁସ୍ଥ କରନ୍ତୁ**, କାରଣ ମୁଁ ଜାଣେ ଆପଣ ସୁସ୍ଥ କରିବାକୁ ସକ୍ଷମ ଅଟନ୍ତିଯଦି ଆପଣ ଇଚ୍ଛା କରନ୍ତି। (ମାଥିଉ 8:2 ULT) ।
* **ସେ ପୁତ୍ର ପ୍ରସବ କରିବେ, ଆଉ <u> ତୁମ୍ଭେ ତାହାଙ୍କ ନାମ ଯୀଶୁ ଦେବ </u>, କାରଣ ସେ ଆପଣା ଲୋକଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ ।** (ମାଥିଉ 1:21 ULT)
“ମୁଁ ଜାଣେ ଆପଣ କରିପାରନ୍ତି” ଏହା ବିନତି କରିବା କାର୍ଯ୍ୟର ସମ୍ପାଦନ କରେ। ଆହୁରି ମଧ୍ୟ ବକ୍ତବ୍ୟରେ, ଏକ ନିବେଦନ/ଅନୁରୋଧକୁ ଯୋଗ କରାଯାଇପାରିବ।
* ସେ ପୁତ୍ର ପ୍ରସବ କରିବେ, ଆଉ </u> ତୁମ୍ଭେ ତାହାଙ୍କ ନାମ ଯୀଶୁ ବୋଲି ଡାକିବ </u>, କାରଣ ସେ ଆପଣା ଲୋକଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ ।
> > ହେ ପ୍ରଭୁ, **ମୁଁ ଜାଣେ ଆପଣ ମୋତେ ସୁସ୍ଥ କରି ପାରନ୍ତି**,।ଯଦି ଆପଣ ଇଚ୍ଛା କରନ୍ତି, ଦୟାକରି ସେପରି କରନ୍ତୁ**।**
> >
> > ହେ ପ୍ରଭୁ, ଆପଣ ଯଦି ଇଚ୍ଛା କରନ୍ତି, ଦୟାକରି ମୋତେ ସୁସ୍ଥ କରି ପାରନ୍ତି**।** ମୁଁ ଜାଣେ ଆପଣ ଏହା କରି ପାରିବେ**।**
* **ବତ୍ସ, ତୁମ୍ଭର ପାପସବୁ କ୍ଷମା କରାଗଲା ।** (ମାର୍କ 2:5 ULT)
(3) ଯଦି ବକ୍ତବ୍ୟର ବିଶେଷ ଉଦ୍ଦେଶ୍ୟକୁ ଆପଣଙ୍କ ଭାଷାରେ ସଠିକ୍ ଭାବେ ବୁଝି ହେଉନି, ତେବେ ସେହି ଉଦ୍ଦେଶ୍ୟର ଭାବକୁ ପ୍ରକାଶ କରୁଥିବା ଏକ କ୍ରିୟାପଦ ରୂପରେଖାକୁ ବ୍ୟବହାର କରନ୍ତୁ।
* ବତ୍ସ, ମୁଁ ତୁମ୍ଭର ପାପସବୁ କ୍ଷମା କଲି ।
* ବତ୍ସ, ପରମେଶ୍ଵର ତୁମ୍ଭର ପାପସବୁ କ୍ଷମା କରିଛନ୍ତି ।
> ସେ ପୁତ୍ର ପ୍ରସବ କରିବେ, ଆଉ **ତୁମ୍ଭେ ତାହାଙ୍କ ନାମ ଯୀଶୁ ଦେବ**, କାରଣ ସେ ଆପଣା ଲୋକମାନଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ।** (ମାଥିଉ 1:21 ULT)
>
> > ସେ ପୁତ୍ର ପ୍ରସବ କରିବେ, ଆଉ **ତୁମ୍ଭେ ତାହାଙ୍କ ନାମ ଯୀଶୁ ବୋଲି ଡାକିବା ଉଚିତ**, କାରଣ ସେ ଆପଣା ଲୋକଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ।
>
> ବତ୍ସ, ତୁମ୍ଭର ପାପସବୁ କ୍ଷମା କରାଗଲା । (ମାର୍କ 2:5 ULT)
>
>>ବତ୍ସ, ମୁଁ ତୁମ୍ଭର ପାପସବୁ କ୍ଷମା କଲି।
> >
> > ବତ୍ସ, ପରମେଶ୍ଵର ତୁମ୍ଭର ପାପସବୁ କ୍ଷମା କରିଛନ୍ତି।