Edit 'translate/figs-hyperbole/01.md' using 'tc-create-app'

This commit is contained in:
manash12d 2020-10-25 14:31:38 +00:00
parent f8efe6585e
commit 2443cd2e94
1 changed files with 7 additions and 3 deletions

View File

@ -65,11 +65,15 @@
> କ'ଣ ନାଜରିତରୁ **କୌଣସି ଉତ୍ତମ ଜିନିଷ** ଆସିପାରେ? (ଯୋହନ 1: 46ଖ ULT)
ଶିଷ୍ୟମାନେ ଯୀଶୁଙ୍କୁ କହିଲେ ଯେ ସମସ୍ତେ ତାହାଙ୍କର ଅନ୍ଵେଷଣ କରୁଥିଲେ । ସମ୍ଭବତଃ ସେମାନଙ୍କ କହିବାର ଅର୍ଥ ଏହା ନ ଥିଲା ଯେ ସହରରେ ଥିବା ସମସ୍ତ ଲୋକ ତାହାଙ୍କର ଅନ୍ଵେଷଣ କରୁଥିଲେ, ମାତ୍ର <u>ଅନେକ ଲୋକ</u> ତାହାଙ୍କର ଅନ୍ଵେଷଣ କରୁଥିଲେ, ବା ଯୀଶୁଙ୍କ ସମସ୍ତ ଘନିଷ୍ଠ ବନ୍ଧୁମାନେ ତାହାଙ୍କର ଅନ୍ଵେଷଣ କରୁଥିଲେ
ଏହି ବକ୍ତବ୍ୟ ପ୍ରଶ୍ନ ନାଜରିତରେ କିଛି ହିଁ ଭଲ ନାହିଁ ବୋଲି ସାଧାରଣ ଭାବରେ ପ୍ରକାଶ କରି କହିବା ନିମନ୍ତେ ଅଟେ। ସେଠାକାର ଲୋକମାନେ ଅଶିକ୍ଷିତ ଏବଂ ବିଧିବଦ୍ଧ ରୂପେ ଧାର୍ମିକ ନୁହଁନ୍ତି। ଅବଶ୍ୟ, ଏହାର ବ୍ୟତିକ୍ରମ ଥିଲା। ଶିଷ୍ୟମାନେ ଯୀଶୁଙ୍କୁ କହିଲେ ଯେ ସମସ୍ତେ ତାହାଙ୍କର ଅନ୍ଵେଷଣ କରୁଥିଲେ।
> ମାତ୍ର ତାହାଙ୍କଠାରୁ ସେହି ଅଭିଷେକ ତୁମ୍ଭମାନଙ୍କୁ ସମସ୍ତ ବିଷୟରେ ଯେଉଁ ଶିକ୍ଷା ଦିଏ, ତାହା ସତ୍ୟ ଅଟେ, ମିଥ୍ୟା ନୁହେଁ; ଏଣୁ ସେହି ଶିକ୍ଷା ଅନୁସାରେ ତାହାଙ୍କଠାରେ ରୁହ । (1ମ ଯୋହନ 2:27 ULT)
> ସେମାନଙ୍କ ମଧ୍ୟରୁ ଜଣେ, ସେମାନଙ୍କର ନିଜର ଭାବବାଦୀମାନେ "**କ୍ରୀତିନିବାସୀ ସର୍ବଦା ମିଛୁଆ, ମନ୍ଦ ପଶୁ, ଅଲଶୁଆ ପେଟୁକ**" ବୋଲି କହିଅଛନ୍ତି। (ତୀତସ 1:12 ULT)
ଏହା ଏକ ଅତିରଞ୍ଜନ ଅଟେ । ଯାହା ଜାଣିବାରେ ସମ୍ଭବ ସେହି ସବୁ ବିଷୟ ନୁହେଁ, ବରଂ <u>ଆମ୍ଭେମାନେ ଯେଉଁ ସମସ୍ତ ବିଷୟ ଜାଣିବା ଆବଶ୍ୟକ</u>, ସେହିସବୁ ପରମେଶ୍ଵରଙ୍କ ଆତ୍ମା ଆମ୍ଭମାନଙ୍କୁ ଶିକ୍ଷା ଦିଏ ।
ଏହା ଏକ ସାଧାରଣକରଣ ଯାହାର ଅର୍ଥ ହେଉଛି ଯେ କ୍ରୀତିନିବାଶୀ ଏହିପରି ହେବା ପାଇଁ ଏକ ପ୍ରତିଷ୍ଠା କରିଥିଲେ କାରଣ ସାଧାରଣତ, କ୍ରୀତିନିବାଶୀ ଏହିପରି ବ୍ୟବହାର କରିଥିଲେ। ଏହା ସମ୍ଭବ ଯେ ସେଠାରେ ବ୍ୟତିକ୍ରମ ଥିଲା।
> **ଜଣେ ବ୍ୟକ୍ତିକୁ ଅଲସୁଆ ହସ୍ତ ଗରିବ କରିଦିଏ, କିନ୍ତୁ ପରିଶ୍ରମୀର ହସ୍ତ ବ୍ୟକ୍ତିକୁ ଧନ ଲାଭ କରାଏ।** (ହିତୋପଦେଶ 10: 4 ULT)
ଏହା ସାଧାରଣତ ସତ୍ୟ ଅଟେ, ଏବଂ ଏହା ଅଧିକାଂଶ ଲୋକଙ୍କ ଅଭିଜ୍ଞତାକୁ ପ୍ରତିଫଳିତ କରିଥାଏ। ଏହା ସମ୍ଭବ ଯେ କିଛି ପରିସ୍ଥିତିରେ ବ୍ୟତିକ୍ରମ ଅଛି।
### ସତର୍କ