Edit 'translate/grammar-connect-logic-contrast/01.md' using 'tc-create-app'

This commit is contained in:
manash12d 2020-11-03 09:22:21 +00:00
parent 97e535062d
commit 1c550317d2
1 changed files with 7 additions and 9 deletions

View File

@ -2,25 +2,23 @@
କେତେକ ସଂଯୋଗକାରୀ ଦୁଇଟି ବାକ୍ୟାଂଶ, ଧାରା, ବାକ୍ୟ, କିମ୍ବା ପାଠ୍ୟର ଅଂଶ ମଧ୍ୟରେ ଯୁକ୍ତିଯୁକ୍ତ ସମ୍ପର୍କ ସ୍ଥାପନ କରନ୍ତି।
### ବୈପରୀତ୍ୟ ସମ୍ପର୍କ
#### ବିବରଣ
A contrast relationship is a logical relationship in which one event or item is in contrast or opposition to another.
ଏକ ବୈପରୀତ୍ୟ ସମ୍ପର୍କ ହେଉଛି ଏକ ଯୁକ୍ତିଯୁକ୍ତ ସମ୍ପର୍କ ଯେଉଁଥିରେ ଗୋଟିଏ ଘଟଣା କିମ୍ବା ସ୍ୱତନ୍ତ୍ର ସମ୍ବାଦ ବିପରୀତ କିମ୍ବା ଅନ୍ୟର ପ୍ରତିକୂଳ ମତ ଅଟେ।
#### Reason This Is a Translation Issue
#### ଏହା ଅନୁବାଦର ଏକ ପରିଣାମ
In Scripture, many events did not happen as the people involved intended or expected them to happen. Sometimes people acted in ways that were not expected, whether good or bad. Often it was God at work, changing the events. These events were often pivotal. It is important that translators understand and communicate these contrasts. In English, contrast relationships are often indicated by the words “but,” “although,” “even though,” “though,” “yet,” or “however.”
ଶାସ୍ତ୍ରରେ, ଅନେକ ଘଟଣା ଘଟି ନଥିଲା ଯେହେତୁ ଏଥିରେ ଲୋକମାନେ ଇଚ୍ଛାରେ ସମ୍ପୃକ୍ତ ହୋଇଥିଲେ କିମ୍ବା ସେଗୁଡ଼ିକ ଘଟୁ ବୋଲି ଆଶା କରିଥିଲେ। ବେଳେବେଳେ ଲୋକମାନେ ଭଲ କିମ୍ବା ଖରାପ ହେଉ ଆଶା କରାଯାଉଥିବା ଭାବରେ କାର୍ଯ୍ୟ କରିଥିଲେ। ପ୍ରାୟତ ଏଥିରେ ଈଶ୍ଵର କାର୍ଯ୍ୟରତ ଥିଲେ, ଘଟଣା ଗୁଡ଼ିକ ପରିବର୍ତ୍ତନ କରୁଥିଲେ। ଏହି ଘଟଣାଗୁଡ଼ିକ ପ୍ରାୟତ ଗୁରୁତ୍ୱପୂର୍ଣ୍ଣ ଥିଲା। ଅନୁବାଦକମାନେ ଏହି ଭିନ୍ନତାକୁ ବୁଝିବା ଏବଂ ସମ୍ବାଦଦେବା ଗୁରୁତ୍ୱପୂର୍ଣ୍ଣ। ଇଂରାଜୀରେ, ବିପରିତ ସମ୍ପର୍କ ଗୁଡ଼ିକ ପ୍ରାୟତ “କିନ୍ତୁ”, “ଯଦିଓ”, “ଯଦ୍ୟପି”, “ଏହା ସତ୍ତ୍ୱେ”, “ତଥାପି," କିମ୍ବା "ତାହା ସତ୍ତ୍ୱେ” ଶବ୍ଦ ଦ୍ୱାରା ସୂଚିତ ହୋଇଥାଏ।
#### Examples from OBS and the Bible
#### OBS ଏବଂ ବାଇବଲରୁ ଉଦାହରଣ।
> You tried to do evil when you sold me as a slave, **but** God used the evil for good! (Story 8 Frame 12 OBS)
> ତୁମ୍ଭେ ଯେବେ ମୋତେ ଦାସ ଭାବରେ ବିକ୍ରୟ କଲ ତୁମ୍ଭେ ମନ୍ଦ କାର୍ଯ୍ୟ କରିବାକୁ ଚେଷ୍ଟା କଲ, **କିନ୍ତୁ** ଈଶ୍ଵର ମନ୍ଦକୁ ଉତ୍ତମ ନିମନ୍ତେ ବ୍ୟବହାର କଲେ! (କାହାଣୀ 8 କଳ୍ପନା 12 OBS)
Josephs brothers evil plan to sell Joseph is contrasted with Gods good plan to save many people. The word “but” marks the contrast.
ଯୋଶେଫଙ୍କୁ ବିକ୍ରୟ କରିବା ପାଇଁ ଯୋଶେଫଙ୍କ ଭାଇମାନଙ୍କର ମନ୍ଦ କଳ୍ପନା ଅନେକ ଲୋକମାନଙ୍କୁ ବଞ୍ଚାଇବା ନିମନ୍ତେ ଈଶ୍ଵରଙ୍କ ଉତ୍ତମ ଯୋଜନା ସହିତ ବିପରୀତ ଅଟେ। “କିନ୍ତୁ” ଶବ୍ଦ ବିପରୀତକୁ ସୁଚାଏ କରେ।
> For who is greater, the one who reclines at table or the one who serves? Is it not the one who reclines at table? **Yet** I am among you as one who serves. (Luke 22:27 ULT)
> କାରଣ କିଏ ଶ୍ରେଷ୍ଠ, ଯେ ଭୋଜନରେ ଉପବିଷ୍ଟ, ନା ଯିଏ ପରିଚର୍ଯ୍ୟା କରେ? ଯେ ଭୋଜନରେ ଉପବିଷ୍ଟ, ସେ କି ଶ୍ରେଷ୍ଠ ନୁହନ୍ତିଣ? "ତଥାପି"ମୁଁ ତୁମ୍ଭମାନଙ୍କ ମଧ୍ୟରେ ଜଣେ ସେବକ ପରି ଅଛି। (ଲୂକ 22:27 ULT)
Jesus contrasts the proud way that human leaders behave with the humble way that he behaves. The contrast is marked by the word “yet.”