Edit 'translate/figs-apostrophe/01.md' using 'tc-create-app'

This commit is contained in:
manash12d 2020-10-19 19:21:10 +00:00
parent be13d5f05b
commit 1a83c92ad7
1 changed files with 5 additions and 8 deletions

View File

@ -2,7 +2,6 @@
ସମ୍ବନ୍ଧପଦର ଚିହ୍ନ ଏକ ଅଳଙ୍କାରିକ ଶବ୍ଦ, ଯେଉଁଠାରେ ଜଣେ ବକ୍ତା ଶ୍ରୋତାମାନଙ୍କଠାରୁ ଆପଣା ଧ୍ୟାନକୁ ହଟାଇ ତାହାକୁ ଶୁଣି ପାରୁନଥିବା କୌଣସି ବ୍ୟକ୍ତି ବା ବସ୍ତୁକୁ ଜାଣେ ଓ ତାହାକୁ କଥା କହନ୍ତି।
#### ବିବରଣ
ସେହି ବ୍ୟକ୍ତି ବା ବସ୍ତୁ ବିଷୟରେ ଥିବା ଆପଣା ବାର୍ତ୍ତା କିମ୍ବା ଅନୁଭବକୁ ସେ ନିଜ ଶ୍ରୋତାମାନଙ୍କୁ କହିବା ପାଇଁ ଏପରି କରିଥାନ୍ତି।
@ -21,26 +20,24 @@
ଯୀଶୁ ଆପଣାର ଶିଷ୍ୟମାନଙ୍କ ଓ କେତେକ ଫାରୁଶୀମାନଙ୍କ ସମ୍ମୁଖରେ ଯିରୂଶାଲମର ଲୋକମାନଙ୍କ ନିମନ୍ତେ ଥିବା ଆପଣା ଆନ୍ତରିକତାକୁ ପ୍ରକାଶ କରିଥିଲେ । ଯିରୂଶାଲମର ଲୋକେ ଯେପରି ତାହାଙ୍କୁ ଶୁଣିପାରୁଥିଲେ ଠିକ୍ ସେହିପରି ସେ ସିଧାସଳଖ ଯିରୂଶାଲମକୁ କହିବା ଦ୍ଵାରା, ଯୀଶୁ ସେମାନଙ୍କ ବିଷୟରେ କେତେ ଚିନ୍ତିତ ଏହାକୁ ପ୍ରକାଶ କରନ୍ତି।
> ପୁଣି ସେ ସଦାପ୍ରଭୁଙ୍କ ବାକ୍ୟ ଦ୍ଵାରା ଯଜ୍ଞବେଦି ବିରୁଦ୍ଧରେ ଉଚ୍ଚୈଃସ୍ଵର କରି କହିଲା, “**ହେ ଯଜ୍ଞବେଦି**, **ଯଜ୍ଞବେଦି**! ସଦାପ୍ରଭୁ ଏହିପରି କହନ୍ତି, ‘ଦେଖ, … ଲୋକମାନେ ମନୁଷ୍ୟର ଅସ୍ଥି ତୁମ୍ଭ ଉପରେ ଦଗ୍ଧ କରିବେ ।’” (1ମ ରାଜାବଳୀ 13:2 ULT)

ପରମେଶ୍ଵରଙ୍କ ବ୍ୟକ୍ତି ଏପରି କହିଲେ ଯେପରି ଯଜ୍ଞବେଦୀ ତାହାକୁ ଶୁଣିପାରୁଛି, କିନ୍ତୁ ସେ ବାସ୍ତବରେ ରାଜାଙ୍କୁ କହିବାକୁ ଚାହୁଁଥିଲେ, ଯିଏ ସେଠାରେ ତାହାଙ୍କ ବାକ୍ୟ ଶୁଣିବା ପାଇଁ ଠିଆ ହୋଇଥିଲେ ।
### ଅନୁବାଦ କୌଶଳ
ଯଦି ସମ୍ବନ୍ଧପଦର ଚିହ୍ନ ପ୍ରାକୃତିକ ହୋଇପାରୁଛି ଓ ଏହା ଆପଣଙ୍କ ଭାଷାରେ ଯଥାର୍ଥ ଅର୍ଥ ପ୍ରଦାନ କରୁଛି, ତେବେ ଏହାକୁ ବ୍ୟବହାର କରିବା ପାଇଁ ବିଚାର କର । ଯଦି ନାହିଁ, ତେବେ ଏଠାରେ ବାଛିବାର ଅଧିକାରଗୁଡ଼ିକ ଦିଆଗଲା ।
ଯଦି ଏହି ପ୍ରକାର ଭାବେ କହିବା ଆପଣଙ୍କ ଲୋକମାନଙ୍କ ପାଇଁ ଦ୍ଵନ୍ଦ ସୃଷ୍ଟି କରୁଛି, ତେବେ ବକ୍ତା ଜଣକ ତାହାକୁ ଶୁଣୁଥିବା ଲୋକମାନଙ୍କୁ କହିଚାଲନ୍ତୁ ଯେପରି ସେ ତାହାକୁ ଶୁଣିପାରୁ ନଥିବା ଲୋକ ବା ବସ୍ତୁ ବିଷୟରେ ଥିବା ନିଜ ବାର୍ତ୍ତା ବା ଅନୁଭବକୁ **ସେମାନଙ୍କୁ** କହୁଛନ୍ତି ।
### ପ୍ରୟୋଗ କରାଯାଇଥିବା ଅନୁବାଦ କୌଶଳର ଉଦାହରଣଗୁଡ଼ିକ
ଯଦି ଏହି ପ୍ରକାର ଭାବେ କହିବା ଆପଣଙ୍କ ଲୋକମାନଙ୍କ ପାଇଁ ଦ୍ଵନ୍ଦ ସୃଷ୍ଟି କରୁଛି, ତେବେ ବକ୍ତା ଜଣକ ତାହାକୁ ଶୁଣୁଥିବା ଲୋକମାନଙ୍କୁ କହିଚାଲନ୍ତୁ ଯେପରି ସେ ତାହାକୁ ଶୁଣିପାରୁ ନଥିବା ଲୋକ ବା ବସ୍ତୁ ବିଷୟରେ ଥିବା ନିଜ ବାର୍ତ୍ତା ବା ଅନୁଭବକୁ **ସେମାନଙ୍କୁ** କହୁଛନ୍ତି ।
* **ପୁଣି ସେ ସଦାପ୍ରଭୁଙ୍କ ବାକ୍ୟ ଦ୍ଵାରା ଯଜ୍ଞବେଦି ବିରୁଦ୍ଧରେ ଉଚ୍ଚୈଃସ୍ଵର କରି କହିଲା, “**ହେ ଯଜ୍ଞବେଦି**, **ଯଜ୍ଞବେଦି**! ସଦାପ୍ରଭୁ ଏହିପରି କହନ୍ତି, ‘ଦେଖ, … ଲୋକମାନେ ମନୁଷ୍ୟର ଅସ୍ଥି ତୁମ୍ଭ ଉପରେ ଦଗ୍ଧ କରିବେ।’” (1ମ ରାଜାବଳୀ 13:2 ULT)
>
> > ସେ ଯଜ୍ଞବେଦୀ ବିଷୟରେ ଏହା କହିଲେ: **ଏହି ଯଜ୍ଞବେଦୀ ବିଷୟରେ** ସଦାପ୍ରଭୁ ଏହିପରି କହନ୍ତି, ‘ଦେଖ …ସେମାନେ ଲୋକମାନଙ୍କର ଅସ୍ଥି **ଏହା** ଉପରେ ଦଗ୍ଧ କରିବେ।’”
> ପୁଣି ସେ ସଦାପ୍ରଭୁଙ୍କ ବାକ୍ୟ ଦ୍ଵାରା ଯଜ୍ଞବେଦି ବିରୁଦ୍ଧରେ ଉଚ୍ଚୈଃସ୍ଵର କରି କହିଲା, “**ହେ ଯଜ୍ଞବେଦି**, **ଯଜ୍ଞବେଦି**! ସଦାପ୍ରଭୁ ଏହିପରି କହନ୍ତି, ‘ଦେଖ, … ଲୋକମାନେ ମନୁଷ୍ୟର ଅସ୍ଥି ତୁମ୍ଭ ଉପରେ ଦଗ୍ଧ କରିବେ।’” (1ମ ରାଜାବଳୀ 13:2 ULT)
> > ସେ ଯଜ୍ଞବେଦୀ ବିଷୟରେ ଏହା କହିଲେ: **ଏହି ଯଜ୍ଞବେଦୀ ବିଷୟରେ** ସଦାପ୍ରଭୁ ଏହିପରି କହନ୍ତି, ‘ଦେଖ …ସେମାନେ ଲୋକମାନଙ୍କର ଅସ୍ଥି **ଏହା** ଉପରେ ଦଗ୍ଧ କରିବେ।’”
>
> **ହେ ଗିଲବୋୟ ପର୍ବତଗଣ**, **ତୁମ୍ଭମାନଙ୍କ** ଉପରେ କାକର କି ବୃଷ୍ଟି ନ ପଡ଼ୁ। (2ୟ ଶାମୁୟେଲ 1:21 ULT)
>
>
> > **ଏହି ଗିଲବୋୟ ପର୍ବତଗଣ ବିଷୟରେ**, **ସେମାନଙ୍କ** ଉପରେ କାକର କି ବୃଷ୍ଟି ନ ପଡ଼ୁ।