diff --git a/translate/grammar-connect-logic-goal/01.md b/translate/grammar-connect-logic-goal/01.md index fece862..332378f 100644 --- a/translate/grammar-connect-logic-goal/01.md +++ b/translate/grammar-connect-logic-goal/01.md @@ -23,7 +23,7 @@ ଏଠାରେ ସମ୍ବନ୍ଧସୂଚକ ବାକ୍ୟାଂଶ କେବଳ “କୁ/ପ୍ରତି” ଶବ୍ଦରୁ ଆରମ୍ଭ ହୁଏ କିନ୍ତୁ “ଏଥି ନିମନ୍ତେ” ବୁଝାଏ। -> ବର୍ତ୍ତମାନ ଯଦି ତୁମ୍ଭ ଦୁଷ୍ଟିରେ ଅନୁଗ୍ରହପାତ୍ର ହୋଇଅଛି, ମୁଁ ତୁମ୍ଭ ଦୁଷ୍ଟିରେ ଅନୁଗ୍ରହ ପାଇବା ଆଶୟରେ **ଯେପରି ତୁମ୍ଭଙ୍କୁ ଜାଣି ପାରିବି**, ଏଥିପାଇଁ ଏବେ ତୁମ୍ଭେ ମୋତେ ଆପଣା ଗତି ଜଣାଅ। ପୁଣି ଏହି ଗୋଷ୍ଠୀ ଯେ ତୁମ୍ଭର ଲୋକ ଏହା ବିବେଚନା କର। (ଯାତ୍ରା 33:13 ULT) +> ବର୍ତ୍ତମାନ ଯଦି ତୁମ୍ଭ ଦୁଷ୍ଟିରେ ଅନୁଗ୍ରହପାତ୍ର ହୋଇଅଛି, ମୁଁ ତୁମ୍ଭ ଦୁଷ୍ଟିରେ ଅନୁଗ୍ରହ ପାଇବା ଆଶୟରେ **ଯେପରି ମୁଁ ତୁମ୍ଭଙ୍କୁ ଜାଣି ପାରିବି ଏବଂ ତୁମ୍ଭ ଦୁଷ୍ଟିରେ ଅନୁଗ୍ରହପାତ୍ର ହୋଇପାରେ**, ଏଥିପାଇଁ ଏବେ ତୁମ୍ଭେ ମୋତେ ଆପଣା ଗତି ଜଣାଅ। ପୁଣି ଏହି ଗୋଷ୍ଠୀ ଯେ ତୁମ୍ଭର ଲୋକ ଏହା ବିବେଚନା କର। (ଯାତ୍ରା 33:13 ULT) ମୋଶା ଈଶ୍ଵରଙ୍କୁ ତାହାଙ୍କ ଗତି ଦେଖାନ୍ତୁ ଯେଣୁ ମୋଶା ଈଶ୍ଵରଙ୍କ ଦୁଷ୍ଟିରେ ଅନୁଗ୍ରହ ପାଇବା ଆଶୟର ଏବଂ ଈଶ୍ଵରଙ୍କୁ ଜାଣିବାର ଲକ୍ଷ୍ୟ କିମ୍ବା ଉଦ୍ଦେଶ୍ୟ ଚାହାନ୍ତି। @@ -33,12 +33,8 @@ >…ମେଷପାଳକମାନେ ପରସ୍ପର କହିବାକୁ ଲାଗିଲେ, "ଆସ, ଆମ୍ଭେମାନେ ବେଥଲିହିମ ପର୍ଯ୍ୟନ୍ତ ଯାଉ, ଏବଂ ପ୍ରଭୁ ଆମ୍ଭମାନଙ୍କୁ ଏହି ଯେଉଁ ଘଟଣା ଜଣାଇଲେ, **ସେହି ଘଟଣା ଦେଖିବା ଯାହା ଘଟିଅଛି**। (ଲୂକ 2:15 ULT) - - ଯାହା ଘଟିଥିଲା ତାହା ଦେଖିବା ନିମନ୍ତେ ବେଥଲିହିମକୁ ଯିବାର ଉଦ୍ଦେଶ୍ୟ ଥିଲା। ଏଠାରେ ଉଦ୍ଦେଶ୍ୟ ଚିହ୍ନିତ ହୋଇନାହିଁ ଏବଂ ବୁଝାମଣା ଭୁଲ ହୋଇପାରେ। - - > "... ତୁମ୍ଭେ ଯଦି **ଜୀବନରେ ପ୍ରବେଶ କରିବାକୁ** ଇଚ୍ଛା କର, ତେବେ ଆଜ୍ଞାସବୁ ପାଳନ କର। (ମାଥିଉ 19:17 ULT) ଆଜ୍ଞା ପାଳନ କରିବାର ଲକ୍ଷ୍ୟ ହେଉଛି ଜୀବନରେ ପ୍ରବେଶ କରିବା। @@ -54,8 +50,6 @@ ଦ୍ରାକ୍ଷାଉତ୍ପାଦନକାରୀମାନେ ଉତ୍ତରାଧିକାରୀଙ୍କୁ ହତ୍ୟା କରି ସେମାନେ ତାଙ୍କର ଉତ୍ତରାଧିକାରୀ ନେଇବାର ଉଦ୍ଦେଶ୍ୟ ଥିଲା। ସେମାନେ ଉଭୟ ଘଟଣା ଏକ ଯୋଜନା ଭାବରେ ଦର୍ଶାନ୍ତି, କେବଳ “ଏବଂ” ସହିତ ଯୋଗଦାନ କରନ୍ତି। ତା’ପରେ “ଏଣୁ” ଶବ୍ଦ ପ୍ରଥମ ଘଟଣାର ବିବରଣୀକୁ ଚିହ୍ନିତ କରେ, କିନ୍ତୁ ଦ୍ୱିତୀୟ ଘଟଣାର (ଲକ୍ଷ୍ୟ କିମ୍ବା ଉଦ୍ଦେଶ୍ୟ) ଦର୍ଶାଯାଇ ନାହିଁ। - - #### ଅନୁବାଦର କୌଶଳ ଯଦି ଆପଣଙ୍କ ଭାଷା ପାଠ୍ୟ ପରି ସମାନ ଭାବରେ ଲକ୍ଷ୍ୟ କିମ୍ବା ଉଦ୍ଦେଶ୍ୟ ସମ୍ପର୍କ ବ୍ୟବହୃତ ହୋଇଛି, ତେବେ ସେପରି ବ୍ୟବହାର କର ଯେପରି ସେଗୁଡ଼ିକ ଅଟନ୍ତି।