translationCore-Create-BCS_.../checking/accurate/01.md

7 lines
1.2 KiB
Markdown
Raw Normal View History

2019-02-12 11:25:09 +00:00
### ନିର୍ଭୁଲ ଅନୁବାଦ
ନୂତନ ଅନୁବାଦ ଯେ ନିର୍ଭୁଲ, ଏହାକୁ ନିଶ୍ଚିତ କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ । ଯେଉଁମାନେ ଅନୁବାଦକୁ ନିର୍ଭୁଲତାକୁ ଯାଞ୍ଚ୍ କରିବା ପାଇଁ ଚୟନ ହୋଇଅଛନ୍ତି, ସେମାନେ ଯେପରି ମୂଳ ଲେଖକ ଜଣକର ଅଭିପ୍ରାୟ ଓ ଯୋଗାଯୋଗ କରିବାର ଇଛାକୁ ଉକ୍ତ ଅନୁବାଦଟି ସମାନ ଅର୍ଥ ପ୍ରକାଶ କରୁଛି କିମ୍ବା ନୁହେଁ ତାହାକୁ ନିଶ୍ଚିତ କରିବାର ଉତ୍ତରଦାୟୀ ଅଟନ୍ତି ।
ଏହାକୁ କିପରି କରାଯିବ, ସେଥିର ନିର୍ଦ୍ଦେଶାବଳୀ, [ନିର୍ଭୁଲତା ପରୀକ୍ଷା କରିବା](../accuracy-check/01.md) ପାଠକୁ ଯାଅ, ଓ ମୂଳ ପ୍ରସଙ୍ଗ “ସମସ୍ତ ସ୍ତରଗୁଡିକ” ର ପାଠ ଅଧିନରେ ଥିବା ସୋପାନଗୁଡ଼ିକର ଅନୁଧ୍ୟାନ କରନ୍ତୁ ।